ରାଜ୍ୟପାଳଙ୍କୁ ଭେଟିଲେ ବିଜୟ
ରାଜ୍ୟପାଳଙ୍କୁ ଭେଟିଲେ ବିଜୟ ।ତାମିଲନାଡୁ ରାଜନୀତି: ସରକାର ଗଠନ ନେଇ ଜାରି ରହିଛି ସସପେନ୍ସ…… ଲୋକଭବନରେ ରାଜ୍ୟପାଳଙ୍କୁ ଭେଟିଲେ TVK ମୁଖ୍ୟ ବିଜୟ……ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକରଙ୍କୁ ଭେଟିଲେ ଥାଲାପତି ବିଜୟ…..୨୪ ଘଣ୍ଟା ମଧ୍ୟରେ ରାଜ୍ୟପାଳଙ୍କୁ ଦ୍ବିତୀୟ ଥର ସାକ୍ଷାତ କଲେ……ବିଜୟଙ୍କୁ ବହୁମତ ସାବ୍ୟସ୍ତ କରିବାକୁ ରାଜ୍ୟପାଳ କହିଥିବା ସୂଚନା……୧୧୮ ବିଧାୟକଙ୍କ ଦସ୍ତଖତ ସହ ଆସିବାକୁ କହିଲେ ରାଜ୍ୟପାଳ…..ଶପଥ ପୂର୍ବରୁ ବହୁମତ ସାବ୍ୟସ୍ତ କରିବାକୁ ରାଜ୍ୟପାଳ ଦେଲେ ନିର୍ଦ୍ଦେଶ…….
