ବବିଙ୍କୁ ଡାନିଙ୍କ ଟାର୍ଗେଟ୍‌

ବବିଙ୍କୁ ଡାନିଙ୍କ ଟାର୍ଗେଟ୍‌-ନବୀନଙ୍କ ଶୃଙ୍ଖଳା ତାଗିଦ ପରେ ପରୋକ୍ଷରେ ବବିଙ୍କୁ ଡାନିଙ୍କ ଟାର୍ଗେଟ୍‌-ବିଜେଡି ଶୃଙ୍ଖଳିତ ଦଳ ଓ ଯିଏ ଓଭରସ୍ମାର୍ଟ ହେବାକୁ ଚେଷ୍ଟା କରିବ, ଭୋଗିବ-ବିଗତ ଦିନରେ ଭୋଗିଛନ୍ତି, ଆଗାମୀ ଦିନରେ ବି ଭୋଗିବେ-ସମଝୋତା ହେବ ନାହିଁ, କ୍ଷମା କରାଯିବ ନାହିଁ- ପ୍ରୀତିରଞ୍ଜନ ଘଡ଼ାଇ-ନବୀନ ବାବୁଙ୍କ କଡ଼ା ନିର୍ଦ୍ଦେଶ ରହିଛି, ଦଳୀୟ ଶୃଙ୍ଖଳା ଭିତରେ ରହିବାକୁ

Leave a Reply

Your email address will not be published. Required fields are marked *