ଘୁଞ୍ଚିଲା OTET ପରୀକ୍ଷା-
ଘୁଞ୍ଚିଲା OTET ପରୀକ୍ଷା-ଜୁନ୍ ୨୮ରେ ହେବାକୁ ଥିବା OTET ପରୀକ୍ଷା ତାରିଖ ଘୁଞ୍ଚିଲା-ଜୁଲାଇ ୫ ତାରିଖରେ OTET ପରୀକ୍ଷା ନେଇ ସୂଚନା ଜାରି-୯ଟାରୁ ୧୧ଟା ୩୦ ପେପର-୧, ଅପରାହ୍ନ ୨ଟାରୁ ୪ଟା ୩୦ ପେପର-୨-ଆଡମିଟ୍ କାର୍ଡ ଡାଉନଲୋଡ୍ କରିସାରିଥିଲେ, ଆଉଥରେ ଡାଉନଲୋଡ୍ ମନା-ଜୁନ ୨୮ରେ

ଆର୍ଆଇ, ଅମିନ ପରୀକ୍ଷା ପଡୁଥିବାରୁ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିଲା
