ଅଠର ନଳା ଉପରେ ମଟନ୍‌ ଭୋଜି

ଅଠର ନଳା ଉପରେ ମଟନ୍‌ ଭୋଜି-ପୁରୀ ଅଠର ନଳା ଉପରେ ବେଆଇନ ମଟନ୍‌ ଭୋଜି-କିଛି ବଙ୍ଗାଳୀ ମିସ୍ତ୍ରୀ ଚୁଲି ଜାଳି ମଟନ ଭୋଜି କରୁଥିବା ଦେଖିବାକୁ ମିଳିଛି-ସଂରକ୍ଷିତ କୀର୍ତ୍ତିରାଜିର ୧୦୦ମି ପରିଧି ମଧ୍ୟରେ ଭୋଜି କରିବା ନିଷେଧ-ଐତିହ୍ୟସ୍ଥଳରେ ଭୋଜି କରିବାକୁ କିଏ ଅନୁମତି ଦେଲା ତାହା ପ୍ରଶ୍ନବାଚୀ

Leave a Reply

Your email address will not be published. Required fields are marked *