ଅପରେସନ ସିନ୍ଦୂରରେ ସହିଦଙ୍କ ନାଁସାର୍ବଜନୀନ

ଅପରେସନ_ସିନ୍ଦୂରରେ_ସହିଦଙ୍କ_ନାଁ_ସାର୍ବଜନୀନ-ସାର୍ବଜନୀନ ହେଲା ଅପରେସନ ସିନ୍ଦୂରରେ ସହିଦ ହୋଇଥିବା ୬ ଯବାନଙ୍କ ନାଁ-ପ୍ରଥମ ଥର ପାଇଁ ୬ ସହିଦ ଯବାନଙ୍କ ନାଁ ସାର୍ବଜନୀନ କଲେ କେନ୍ଦ୍ର ସରକାର-ସୁବେଦାର ମେଜର ପୱନ କୁମାର, ରଇଫଲମ୍ୟାନ୍ ସୁନୀଲ କୁମାର-ଲାନ୍ସ ନାଏକ ଦିନେଶ କୁମାର, ହାବିଲଦାର ସୁନୀଲ କୁମାର ସିଂ-ବାୟୁସେନା ସର୍ଜେଣ୍ଟ ସୁରେନ୍ଦ୍ର କୁମାର ଓ ଅଗ୍ନିବୀର ମୁରଲୀ ନାଏକ-ଜାତୀୟ ଯୁଦ୍ଧ ସ୍ମାରକୀରେ ୬ ସହିଦଙ୍କ ନାଁ ସ୍ଥାନ ପାଇବ

Leave a Reply

Your email address will not be published. Required fields are marked *