ଫ୍ରାନ୍ସରେ ବିମାନ କ୍ରାସ୍ଘଟି୧୧ମୃତ
ଫ୍ରାନ୍ସରେବିମାନକ୍ରାସ୍ଘଟି୧୧ମୃତ
-ଫ୍ରାନ୍ସରେ ବିମାନ କ୍ରାସ୍ ଘଟି ୧୧ ଜଣଙ୍କ ମୃତ୍ୟୁ
-ଦୁର୍ଘଟଣାରେ ପାଇଲଟଙ୍କ ସହ ସମସ୍ତ ୧୦ ଯାତ୍ରୀଙ୍କ ମୃତ୍ୟୁ
-ମୃତକଙ୍କ ମଧ୍ୟରେ ୫ ଛାତ୍ର ଓ ୫ ଜଣ ପ୍ରଶିକ୍ଷକ ଥିବା ସୂଚନା
-ଉତ୍ତର-ପୂର୍ବ ଫ୍ରାନ୍ସ ନାନସି ପାଖ ଟୋମ୍ବଲେନ୍ ସହରରେ ଖସିପଡ଼ିଲା ବିମାନ
-ପୂର୍ବ ଫ୍ରାନ୍ସରେ ସ୍କାଏଡାଇଭରଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ
