ଜୁଲାଇ ୩ ରୁ ଅମରନାଥ_ଯାତ୍ରା
ଜୁଲାଇ୩ରୁଅମରନାଥ_ଯାତ୍ରା
-ଭଗବାନ ଶିବଙ୍କ ଭକ୍ତମାନଙ୍କ ଲାଗି ଆସିଲା ଖୁସି ଖବର
-ଶିବଙ୍କ ପବିତ୍ର ଅମରନାଥ ଯାତ୍ରା ଲାଗି ନିର୍ଦ୍ଧାରିତ ହେଲା ଦିନାଙ୍କ
-ଚଳିତବର୍ଷ ଜୁଲାଇ ୩ ତାରିଖରୁ ଅମରନାଥ ଯାତ୍ରା ଆରମ୍ଭ ହେବ
-୫୭ ଦିନ ଧରି ଏହି ଯାତ୍ରା ଚାଲି ଅଗଷ୍ଟ ୨୮ ତାରିଖରେ ଶେଷ ହେବ
-ଆସନ୍ତା ୨୯ ତାରିଖରେ ଗୁମ୍ପାରେ ସୃଷ୍ଟ ଶିବଲିଙ୍ଗକୁ ପ୍ରଥମ ପୂଜା କରାଯିବ
-ପ୍ରତିବର୍ଷ ଲକ୍ଷ ଲକ୍ଷ ଶିବଭକ୍ତ ପବିତ୍ର ଅମରନାଥ ଯାତ୍ରା କରିଥାନ୍ତି
-ଅମରନାଥ ସମୁଦ୍ର ପତ୍ତନ ଠାରୁ ୩,୮୮୮ ମିଟର ଉଚ୍ଚରେ ଅବସ୍ଥିତ
-ଅମରନାଥରେ ପ୍ରାକୃତିକ ଭାବେ ବରଫରେ ଶିବଲିଙ୍ଗ ସୃଷ୍ଟି ହୋଇଥାଏ
