କେନ୍ଦ୍ରାପଡ଼ାରେ_ଧର୍ମେନ୍ଦ୍ରଙ୍କୁ_କଂଗ୍ରେସର_ବିରୋଧ
କେନ୍ଦ୍ରାପଡ଼ାରେ_ଧର୍ମେନ୍ଦ୍ରଙ୍କୁ_କଂଗ୍ରେସର_ବିରୋଧ-କେନ୍ଦ୍ରାପଡ଼ାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଂଗ୍ରେସର ବିରୋଧ-ପ୍ରଶ୍ନପତ୍ର ଲିକ୍ ଘଟଣାରେ ବିରୋଧ କଲା ଜିଲା କଂଗ୍ରେସ-ଦୁହୁରିଆରେ ଶତାଧିକ କଂଗ୍ରେସ କର୍ମୀଙ୍କ ନାରାବାଜୀ-ମୁହାଁମୁହିଁ ହେଲେ କଂଗ୍ରେସ କର୍ମୀ ଓ ବିଜେପି କର୍ମୀ-ଶତାଧିକ କଂଗ୍ରେସ କର୍ମୀଙ୍କୁ ଉଠାଇ ନେଲା ପୋଲିସ-ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବାକୁ କେନ୍ଦ୍ରାପଡ଼ା ଯାଇଛନ୍ତି ଧର୍ମେନ୍ଦ୍ର
