ରିମାଣ୍ଡରେ_ଯିବେ_୩_ଅଭିଯୁକ୍ତ
ରିମାଣ୍ଡରେ_ଯିବେ_୩_ଅଭିଯୁକ୍ତ-ବହୁଚର୍ଚ୍ଚିତ ବାଲିଅନ୍ତା ସୌମ୍ୟରଞ୍ଜନ ସ୍ବାଇଁ ହତ୍ୟା ମାମଲରେ କାଲିଠାରୁ ଦୁଇଦିନିଆ ରିମାଣ୍ଡରେ ଯିବେ ୩ ଅଭିଯୁକ୍ତ -ରିମାଣ୍ଡରେ ଯିବେ ପଞ୍ଚାନନ ବଡ଼ଜେନା, ସ୍ମାଏଲାବ ପତି ଓ ବିସ୍ମୟ ମହାନ୍ତି -ତଦନ୍ତ ବେଳେ ୩ ଅଭିଯୁକ୍ତଙ୍କ ଭୂମିକା ନେଇ ଯାଞ୍ଚ କରିଥିଲା କ୍ରାଇମ୍ବ୍ରାଞ୍ଚ -ମାମଲାରେ ୩ ଜଣ ମୁଖ୍ୟ ଅଭିଯୁକ୍ତ ବୋଲି କ୍ରାଇମ୍ବ୍ରାଞ୍ଚ ପ୍ରମାଣ ପାଇଥିଲା-ହତ୍ୟାା ମାମଲାରେ ଏବେସୁଦ୍ଧା ୨୦ ଅଭିଯୁକ୍ତ ଗିରଫ ହୋଇଛନ୍ତି-ଭିଡ଼ ହିଂସା ସହ ହତ୍ୟାକାଣ୍ଡର ଷଡ଼ଯନ୍ତ୍ର ଅଭିଯୋଗ ଦିଗରେ ତଦନ୍ତ ଚାଲିଛି l
