ବାଣପୁର_ଭିଡ଼_ହିଂସା_ଘଟଣାରେ_୩_ଗିରଫ
ବାଣପୁର_ଭିଡ଼_ହିଂସା_ଘଟଣାରେ_୩_ଗିରଫ-ବାଲୁଗାଁରେ ଯୁବକଙ୍କୁ ଖୁଣ୍ଟିରେ ବାନ୍ଧି ମାଡ଼ ଘଟଣାରେ ୩ ଗିରଫ-୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଣପୁର ପୋଲିସ-ଗତ ୨୮ରେ ଖଣନ୍ତ ଗାଁରେ ଯୁବକଙ୍କୁ ବାନ୍ଧି ମାଡ଼ ମାରିଥିଲେ-୨୯ରେ କ୍ୟାପିଟାଲ ହସ୍ପିଟାଲରେ ଯୁବକଙ୍କ ମୃତ୍ୟୁ ହୋଇଥିଲା-ପୋଲିସର କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନ ଉଠାଇଲେ ସ୍ଥାନୀୟ ବୁଦ୍ଧିଜୀବୀ-ଭିଡ଼ ଭିତରୁ ଉଦ୍ଧାର ପରେ କାହିଁକି ମେଡିକାଲ୍ ନ ନେଇ ଥାନାକୁ ନେଲା ପ୍ରଶ୍ନ
