ଜଙ୍ଗଲରୁ_ପୁଣି_ମାଓ_ଡମ୍ପ୍_ଠାବ
ଜଙ୍ଗଲରୁ_ପୁଣି_ମାଓ_ଡମ୍ପ୍_ଠାବ-ରାୟଗଡ଼ାରେ କମ୍ବିଂ ଅପରେସନ୍ ବେଳେ ପୁଣି ଠାବ ହେଲା ମାଓ ଡମ୍ପ୍-ଅମ୍ବାଦୋଳା ଥାନା ରଘୁବାରୀ ସଂରକ୍ଷିତ ଜଙ୍ଗଲରେ ଠାବ-୩୦୩ ରାଇଫଲ୍, ୩୭ ରାଉଣ୍ଡ ଗୁଳି, ଗୋଟିଏ ଦେଶୀ ବନ୍ଧୁକ ଜବତ-୨୫ଟି ଗୁଳି, ୧୦ଟି ଆରବିଜିଏଲ୍ ସହ ବିପୁଳ ମାଓ ସାମଗ୍ରୀ ଜବତ l
