ମୁଖ୍ୟମନ୍ତ୍ରୀଙ୍କ_ରଥଯାତ୍ରା_ସମୀକ୍ଷା
ମୁଖ୍ୟମନ୍ତ୍ରୀଙ୍କ_ରଥଯାତ୍ରା_ସମୀକ୍ଷା-ପୁରୀ ରଥଯାତ୍ରା ପାଇଁ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଆରମ୍ଭ-ପୁରୀ ପୌର ସଦନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ-ଚୂଡାନ୍ତ ରିପୋର୍ଟ ଦେଖିବା ସହ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ-ବୈଠକରେ ୨ ଉପ ମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ ଓ ମୁଖ୍ୟ ସଚିବ ଉପସ୍ଥିତ-ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ l
