୧୧ଟି_ସ୍ଥାନରେ_ଅଦିନିଆ_ରଥଯାତ୍ରା
୧୧ଟି_ସ୍ଥାନରେ_ଅଦିନିଆ_ରଥଯାତ୍ରା-ଅମାନିଆ ଇସ୍କନ ପକ୍ଷରୁ ପୁଣି ୧୧ଟି ସ୍ଥାନରେ ଅଦିନିଆ ରଥଯାତ୍ରା-କାନାଡ଼ା, ଆମେରିକା, ୟୁରୋପ, ଇଂଲଣ୍ଡ, ଆଫ୍ରିକାରେ ଅଦିନିଆ ରଥଯାତ୍ରା-ଅଷ୍ଟ୍ରେଲିଆରେ ଅଦିନିଆ ସ୍ନାନଯାତ୍ରା କଲା ଅମାନିଆ ଇସ୍କନ-୪ ଓ ୫ ତାରିଖରେ ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରା ନେଇ ଶ୍ରଦ୍ଧାଳୁ କ୍ଷୁବ୍ଧ l
