ରାଜ୍ୟରେ_ବନ୍ୟା_ସ୍ଥିତି_ନାହିଁ
ରାଜ୍ୟରେ_ବନ୍ୟା_ସ୍ଥିତି_ନାହିଁ- ସର୍ବୋଚ୍ଚ ଯନ୍ତ୍ରୀ-ରାଜ୍ୟରେ ବନ୍ୟା ସ୍ଥିତି ନାହିଁ କହିଲେ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ-ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳସ୍ତର ବଢୁଛି-ବର୍ତ୍ତମାନ ହୀରାକୁଦ ଜଳସ୍ତର ୬୦୬.୧୨ ଫୁଟ୍ ରହିଛି-ଏବେ ୧ ଲକ୍ଷ ୮୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି-କାଲି ୨ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ପ୍ରବେଶ କରିବ-ତେଣୁ ୯ ତାରିଖରେ ହୀରାକୁଦ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନେଇଛୁ-କେତେ ଗେଟ୍ ଖୋଲିବୁ କାଲିର ଜଳସ୍ତର ଦେଖି ନିଷ୍ପତ୍ତି ନେବୁ-ମୁଣ୍ଡଳିରେ ଏବେ ୩ ଲକ୍ଷ ୨୬ ହଜାର କ୍ୟୁସେକ ଜଳ ଅତିକ୍ରମ କରୁଛି-ଆଜି ରାତି ସୁଦ୍ଧା ୪ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ଅତିକ୍ରମ କରିବ-୫ ଲକ୍ଷ କ୍ୟୁସେକ ତଳେ ଜଳ ପ୍ରବାହିତ ହେବ,ତେଣୁ ବନ୍ୟା ସ୍ଥିତି ନାହିଁ
