ଯୁକ୍ତ_୩_ନାମଲେଖା_ପାଇଁ_ସଂଶୋଧିତ_ସୂଚୀ-ଯୁକ୍ତ

ଯୁକ୍ତ_୩_ନାମଲେଖା_ପାଇଁ_ସଂଶୋଧିତ_ସୂଚୀ-ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ ନାମଲେଖା ଲାଗି ସଂଶୋଧିତ ଟାଇମଲାଇନ୍-ଆଜିଠୁ ୧୨ ତାରିଖ ପର୍ଯ୍ୟନ୍ତ ଚାହିଁଲେ ପୁଣି ଥରେ ଚଏସ୍ ଫିଲିଂ ସୁଯୋଗ-କେଜିରୁ ପିଜି ମାଗଣା ନାମଲେଖା ଘୋଷଣା ପରେ ସଂଶୋଧିତ ସୂଚୀ-ଯେଉଁମାନେ ଫେଜ୍-୧ ନାମଲେଖା ପ୍ରକ୍ରିୟାରେ ସାମିଲ୍ ଥିଲେ କରିପାରିବେ-OTP ଭେରିଫିକେସନ ଜରିଆରେ ସଂଶୋଧିତ ସୁଯୋଗର ବ୍ୟବହାର କରିପାରିବେ-ସାମ୍‌ସ ପୋର୍ଟାଲରୁ ସବିଶେଷ ତଥ୍ୟ ସଂଗ୍ରହ ନେଇ ଉଚ୍ଚଶିକ୍ଷା ବିଭାଗର ସୂଚନା-ଦ୍ବିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ଜୁଲାଇ ୨୦ରେ ପ୍ରକାଶ ପାଇବ l

Leave a Reply

Your email address will not be published. Required fields are marked *