ଜେଲ୍ ଗଲେ ମନୋଜ_ପାଢ଼ୀ
ଜେଲ୍ଗଲେମନୋଜ_ପାଢ଼ୀ
-ଜେଲ୍ ଗଲେ SCERT ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀ
-କଟକ JMFC କୋର୍ଟରେ ଜାମିନ ଆବେଦନ ଖାରଜ
-ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ଗିରଫ ହୋଇଛନ୍ତି ମନୋଜ
-ଦୀର୍ଘ ସମୟ ଜେରା ପରେ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ
-ନିଜ ଦାୟିତ୍ବକୁ ସଠିକ୍ ଭାବେ ତୁଲାଇ ନଥିଲେ ମନୋଜ ପାଢ଼ୀ
-ତ୍ରୁଟି ପାଇଁ ସରକାରଙ୍କ ୧୭୫ କୋଟି ଟଙ୍କାର କ୍ଷତି ସୂଚନା
