ଓଡ଼ିଶାର_ଦେବଦତ୍ତଙ୍କୁ_ଅଲିମ୍ପିଆଡ୍_ସ୍ବର୍ଣ୍ଣ
ଓଡ଼ିଶାର_ଦେବଦତ୍ତଙ୍କୁ_ଅଲିମ୍ପିଆଡ୍_ସ୍ବର୍ଣ୍ଣ-ଅନ୍ତର୍ଜାତୀୟ କେମିଷ୍ଟ୍ରି ଅଲିମ୍ପିଆଡରେ ଭୁବନେଶ୍ବରର ଦେବଦତ୍ତ ପ୍ରିୟଦର୍ଶୀଙ୍କୁ ସ୍ବର୍ଣ୍ଣ-ତାସକେଣ୍ଟରେ ଅନୁଷ୍ଠିତ ୫୮ତମ କେମିଷ୍ଟ୍ରି ଅଲିମ୍ପିଆଡରେ ସ୍ବର୍ଣ୍ଣ ପଦକ-୪ ଜଣିଆ ଭାରତୀୟ ଟିମ୍ରେ ଦେବଦତ୍ତ ପ୍ରିୟଦର୍ଶୀଙ୍କ ସଫଳତା-ଅନ୍ୟ ୩ ସ୍ବର୍ଣ୍ଣ ବିଜେତା ପଞ୍ଜାବ, ଦିଲ୍ଲୀ ଓ ତେଲେଙ୍ଗାନାର-ଭାରତ ୪ଟି ସ୍ବର୍ଣ୍ଣ ପଦକ ଜିତିଥିବାରୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି-ଯୁବ ପ୍ରତିଭାଙ୍କ ପାଇଁ ଭାରତ ଗର୍ବିତ ବୋଲି ଏକ୍ସରେ ସୂଚନା ଦେଲେ l
