ସିଜେଆଇ କହିଲେ- ଲାଠି ଚାର୍ଜର ଭିଡ଼ିଓ ଦେଖିବାକୁ ଆଗ୍ରହ ନାହିଁ କି ସମୟ ନାହିଁ

ସିଜେଆଇ କହିଲେ- ଲାଠି ଚାର୍ଜର ଭିଡ଼ିଓ ଦେଖିବାକୁ ଆଗ୍ରହ ନାହିଁ କି ସମୟ ନାହିଁ। ସଂସଦକୁ ପଦଯାତ୍ରା ବେଳେ ଆନ୍ଦୋଳନକାରୀଙ୍କ ଉପରେ ପୁଲିସର ଲାଠିଚାର୍ଜ ମାମଲାରେ ତ୍ୱରିତ ଶୁଣାଣୀ କରିବାକୁ ମନା କରିଦେଲେ ସୁପ୍ରିମକୋର୍ଟ। ପ୍ରଦର୍ଶନକାରୀଙ୍କ ଉପରେ ପୁଲିସର ମାତ୍ରାଧିକ ବଳପ୍ରୟୋଗ ମାମଲାରେ ନିଜ ଆଡ଼ୁ ସଂଜ୍ଞାନ ନେଇ ତତ୍କାଳ ଶୁଣାଣୀ ପାଇଁ ପଡ଼ିଥିଲା ପିଟିସନ। କେବଳ ଏତିକି ନୁହେଁ। ଆବେଦନକାରୀଙ୍କ ଓକିଲଙ୍କୁ ବି ସିଜେଆଇ ଜଷ୍ଟିସ ସୂର୍ଯ୍ୟକାନ୍ତ କହିଲେ, କୋର୍ଟର ସମୟ ବର୍ବାଦ କରନ୍ତୁନି କି ନିଜର ସମୟ

Leave a Reply

Your email address will not be published. Required fields are marked *