ପିଏମ୍ ଙ୍କ ବାସଭବନ ଆଗରେ କଂଗ୍ରେସର ଧାରଣା
-ପ୍ରଧାନମନ୍ତ୍ରୀଙ୍କ ଦିଲ୍ଲୀ ବାସଭବନ ଆଗରେ କଂଗ୍ରେସର ଧାରଣା
-ଲୋକ କଲ୍ୟାଣ ମାର୍ଗ ସ୍ଥିତ ବାସଭବନ ଆଗରେ କଂଗ୍ରେସର ଧାରଣା
-AICC ମୁଖ୍ୟ ଖଡ୍ଗେ, ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ସାମିଲ
-କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା, ସଂସଦରେ NEET ଆଲୋଚନା ଦାବି
-ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ ହୋଇଥିବାରୁ ଭେଟିଲେ ମନ୍ତ୍ରୀ ଜିତେନ୍ଦ୍ର ସିଂ

-ଧାରଣା ପ୍ରତ୍ୟାହାର ପାଇଁ ରାହୁଲଙ୍କ ସହ କଲେ ଆଲୋଚନା
