ରାଷ୍ଟ୍ରବିରୋଧୀ_ଶକ୍ତି_ଲାଭ_ନ ଉଠାନ୍ତୁ : ଧର୍ମେନ୍ଦ୍ର_ପ୍ରଧାନ

ରାଷ୍ଟ୍ରବିରୋଧୀ_ଶକ୍ତି_ଲାଭ_ନ_ଉଠାନ୍ତୁ: ଧର୍ମେନ୍ଦ୍ର_ପ୍ରଧାନ-ଗତ ୧୦ ଦିନର ଘଟଣାକ୍ରମ ଦେଖି ମୋର ମନରେ କଷ୍ଟ ହୋଇଛି-ଏହା ମୋ ବ୍ୟକ୍ତିଗତ ପ୍ରତିଷ୍ଠାର ବିଷୟ ନୁହେଁ, ଯୁବଶକ୍ତି ହିଁ ଦେଶର ପ୍ରକୃତ ଶକ୍ତି-ଯୁବଶକ୍ତିକୁ ଭ୍ରମର କୁଚକ୍ରରେ ଫସିବାକୁ ଦେବୁ ନାହିଁ, ଏହା ହିଁ ମୋର ସଂକଳ୍ପ-ଜନ୍ତରମନ୍ତରରେ ଏବଂ ଦେଶରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ଏହି ପରିସ୍ଥିତିରୁ ରାଷ୍ଟ୍ରବିରୋଧୀ ଶକ୍ତିମାନେ ଲାଭ ନ ଉଠାନ୍ତୁ-ଆମ ପିଲାମାନେ ନିଜ ସମୟ ପଢ଼ାପଢ଼ିରେ ଲଗାନ୍ତୁ, କ୍ୟାରିଅର୍ ତିଆରି କରନ୍ତୁ-ଏହି କଥା ବିଚାର କରି ପ୍ରଧାନମନ୍ତ୍ରୀଙ୍କୁ ମୋର ଇସ୍ତଫାପତ୍ର ପଠାଇ ଦେଇଛି l

Leave a Reply

Your email address will not be published. Required fields are marked *