ଲକ୍ଷ୍ମଣା ନନ୍ଦ ସରସ୍ବତୀ ଙ୍କ ନାଁରେ ମେଡିକାଲ୍ କଲେଜ୍
-ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ନାଁରେ ନାମିତ ହେଲା ମେଡିକାଲ୍ କଲେଜ
-ଫୁଲବାଣୀ ମେଡିକାଲ କଲେଜ୍ ଆଣ୍ଡ ହସ୍ପିଟାଲ ଲକ୍ଷ୍ମଣାନନ୍ଦଙ୍କ ନାଁରେ ନାମିତ
-ଏନେଇ ସ୍ବସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି
