KIMSକୁ_ସୋ_କଜ୍_ନୋଟିସ୍

KIMSକୁ_ସୋ_କଜ୍_ନୋଟିସ୍-ଭୁବନେଶ୍ୱରସ୍ଥିତ KIMS ହସ୍ପିଟାଲକୁ ସୋ’କଜ୍ ନୋଟିସ୍-ସୋ’କଜ୍ ନୋଟିସ୍ ଜାରି କଲା ଓଡ଼ିଶା ଷ୍ଟେଟ୍ ହେଲ୍‌ଥ ଆସ୍ୟୁରାନ୍ସ ସୋସାଇଟି-ଆୟୁଷ୍ମାନ ଭାରତ PM-JAY ଓ BSKY/GJAYରେ ଅନିୟମିତତା ଅଭିଯୋଗ-୫ ଦିନ ମଧ୍ୟରେ ସୋ’ କଜ୍‌ର ଜବାବ ଦେବାକୁ ନିର୍ଦ୍ଦେଶ-କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ, ସ୍ପଷ୍ଟୀକରଣ ନିର୍ଦ୍ଦେଶ-ନିର୍ଦ୍ଦିଷ୍ଟ ସମୟରେ ଜବାବ ନ ମିଳିଲେ ନିୟମାନୁସାରେ ହେବ ପଦକ୍ଷେପ-ପ୍ରି-ଅଥରାଇଜେସନ୍‌ରେ ଅନିୟମିତତା, ଅପ୍-କୋଡିଂ, କ୍ଲିନିକାଲ୍ ରେକର୍ଡରେ ହେରଫେର-OPD ରୋଗୀଙ୍କୁ IPD ଭାବେ ଦର୍ଶାଇବା ନେଇ ରହିଛି ଅଭିଯୋଗ-ରୋଗୀଙ୍କଠାରୁ ଅତିରିକ୍ତ ଟଙ୍କା ଆଦାୟ ଭଳି ଅଭିଯୋଗ ବି ରହିଛି-ICU ଆଡମିଶନ୍ ମାନଦଣ୍ଡ ଓ ରେକର୍ଡରେ ମଧ୍ୟ ଅସଙ୍ଗତି ଚିହ୍ନଟ ସୂଚନା-୬ ଜଣ ହିତାଧିକାରୀଙ୍କ ମାମଲାରେ ଅନିୟମିତତା ହୋଇଥିବା ଦର୍ଶାଯାଇଛି -ଏନେଇ କୌଣସି ନୋଟିସ ହସ୍ତଗତ ହୋଇନଥିବା କହିଲେ କିମ୍ସ PRO -ସୋ’କଜ୍ ନୋଟିସ୍ ପାଇଲେ ଅବଗତ କରାଇବୁ କହିଲେ PRO l

Leave a Reply

Your email address will not be published. Required fields are marked *