ଜେଲ୍ରୁ_ମୁକୁଳି_ପାରିବେନି_ଦାରା ସିଂ
#ଜେଲ୍ରୁ_ମୁକୁଳି_ପାରିବେନି_ଦାରା_ସିଂ-ଜେଲ୍ରୁ ଦାରା ସିଂ ମୁକୁଳିବା ସମ୍ଭାବନା କ୍ଷୀଣ-ଷ୍ଟେଟ୍ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ (SSRB) ଦ୍ବାରା ଆବେଦନ ଖାରଜ-ଆଗୁଆ ମୁକ୍ତି ପାଇଁ ହୋଇଥିବା ଆବେଦନ ଖାରଜ କଲେ SSRB-ଗତ ୩୧ ତାରିଖ ହୋଇଥିବା ବୈଠକରେ ଖାରଜ କରାଯାଇଥିବା ସୂଚନା-ଆସନ୍ତା ୧୭ରେ ସୁପ୍ରିମକୋର୍ଟରେ ଏନେଇ ରହିଛି ଶୁଣାଣି-SSRB ରିପୋର୍ଟ ଦେବାରେ ବିଳମ୍ବ କରିଥିବାରୁ କ୍ଷୁବ୍ଧ ହୋଇଥିଲେ କୋର୍ଟ-ପୂର୍ବରୁ ୫ ଥର ଦାରାଙ୍କ ପିଟିସନ୍କୁ ଖାରଜ କରିଛି SSRB
