କୋରାପୁଟ_କଫିର_ବ୍ରାଣ୍ଡିଂ_ପାଇଁ_ମୋଦିଙ୍କୁ_କୃତଜ୍ଞତା

#କୋରାପୁଟ_କଫିର_ବ୍ରାଣ୍ଡିଂ_ପାଇଁ_ମୋଦିଙ୍କୁ_କୃତଜ୍ଞତା-କୋରାପୁଟ କଫିର ବ୍ରାଣ୍ଡିଂ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଉପମୁଖ୍ୟମନ୍ତ୍ରୀ-ବ୍ରିକ୍ସ ସମ୍ମିଳନୀରେ ବ୍ରାଣ୍ଡିଂ ପାଇଁ ଧନ୍ୟବାଦ ଜଣାଇଲେ DCM ପ୍ରଭାତୀ ପରିଡ଼ା-ମନ୍ କି ବାତ୍‌ରେ ମଧ୍ୟ ପ୍ରଧାନମନ୍ତ୍ରୀ କୋରାପୁଟ କଫି ସମ୍ପର୍କରେ କହିଥିଲେ-ବ୍ରିକ୍ସ ସମ୍ମିଳନୀରେ ବିଶ୍ବ ନେତାଙ୍କ ପାଖରେ କୋରାପୁଟ କଫି ପହଞ୍ଚିଛି-ଏହାଦ୍ବାରା ରାଜ୍ୟରେ ଜୀବିକା ଓ ପର୍ଯ୍ୟଟନ ବଢିବ- ପ୍ରଭାତୀ ପରିଡ଼ା l

Leave a Reply

Your email address will not be published. Required fields are marked *