ବଜ୍ରକାପ୍ତା ରେକେଟ ର ଫର୍ଦ୍ଧାଫାସ

ଜୟପାଟଣା ରେଞ୍ଜରେ
ବଜ୍ରକାପ୍ତା ରେକେଟ ର ଫର୍ଦ୍ଧାଫାସ

କଳାହାଣ୍ଡି ଜିଲ୍ଲା ଜୟପାଟଣା
ବନ ବିଭାଗ ଓ ଏସଟିଏଫ୍‌ର ମିଳିତ ଚଢ଼ାଉରେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର
କଳାହାଣ୍ଡି ଜିଲ୍ଲା ଜୟପାଟଣା ରେଞ୍ଜ ଅନ୍ତର୍ଗତ ପଣ୍ଡି ଅଞ୍ଚଳରେ ବଜ୍ରକାପ୍ତା ରେକେଟ ଫର୍ଦ୍ଧାଫାସ କରିଛି ଏସଟିଏଫ।
ଘଟଣାରେ ୭ ଜଣଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି ଜୟପାଟଣା ବନ ବିଭାଗ ଓ ଏସ୍‌ଟିଏଫ୍‌।ବିଦେଶ କୁ ହେଉଥିଲା ଚାଲାଣ ତେବେ


ଅଟକ ଅଭିଯୁକ୍ତଙ୍କୁ ବନ କର୍ମଚାରୀଙ୍କ ଅମାନୁଷିକ ଭାବେ ମାଡ଼ ମାରିଥିବା ଅଭିଯୋଗ କରି ପରିବାର ଏବଂ ଗ୍ରାମବାସୀଙ୍କ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଜାରି.

Leave a Reply

Your email address will not be published. Required fields are marked *