ଓପନ_ଏନକ୍ଲୋଜରକୁ_ଯିବେ_ଓରାଙ୍ଗଉଟାନ

ଓପନ_ଏନକ୍ଲୋଜରକୁ_ଯିବେ_ଓରାଙ୍ଗଉଟାନ-କାଚ ଘରୁ ଓପନ ଏନକ୍ଲୋଜରକୁ ଯିବେ ୫ ଓରାଙ୍ଗଉଟାନ-ଓରାଙ୍ଗଉଟାନଙ୍କୁ ପରିବେଶ ସହ ଖାପ ଖୁଆଇବାକୁ ଯୋଜନା-ଓରାଙ୍ଗଉଟାନଙ୍କ ପାଇଁ ଗଠିତ ବିଶେଷଜ୍ଞ କମିଟିର ଅନୁମତିକୁ ଅପେକ୍ଷା-ସୁସ୍ଥ ଅଛନ୍ତି ୫ ଓରାଙ୍ଗଉଟାନ, ସଠିକ୍ ଭାବେ ଖାଦ୍ୟ ଗ୍ରହଣ କରୁଛନ୍ତି l

Leave a Reply

Your email address will not be published. Required fields are marked *