ଦିଶା_ମୃତ୍ୟୁ_ମାମଲାରେ_ସିବିଆଇକୁ_FIR_ରୁଜୁ_ନିର୍ଦ୍ଦେଶ
#ଦିଶା_ମୃତ୍ୟୁ_ମାମଲାରେ_ସିବିଆଇକୁ_FIR_ରୁଜୁ_ନିର୍ଦ୍ଦେଶ-ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ସିବିଆଇକୁ FIR ରୁଜୁ ନିର୍ଦ୍ଦେଶ-FIR ପଞ୍ଜିକରଣ କରିବାକୁ CBIକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ-ମୁମ୍ବାଇ ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇଲେ ବମ୍ବେ ହାଇକୋର୍ଟ-ଦିଶାଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ହେବା ଆବଶ୍ୟକ: କୋର୍ଟ-ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା-୧୪ ମହଲାରୁ ଖସି ଦିଶାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି-ହେଲେ ଶରୀରରେ ଆଘାତ ଚିହ୍ନ ନଥିବାରୁ ସନ୍ଦେହ ପ୍ରକାଶ ପାଇଛି
