ରେଡକ୍ରସ_ପାଣ୍ଠି_ହେରଫେର_ପାଇଁ_RA_ଗିରଫ
#ରେଡକ୍ରସ_ପାଣ୍ଠି_ହେରଫେର_ପାଇଁ_RA_ଗିରଫ
-ରେଡକ୍ରସ ପାଣ୍ଠି ହେରଫେର ପାଇଁ ବରିଷ୍ଠ ରାଜସ୍ବ ସହାୟକଙ୍କୁ ବାନ୍ଧିଲା ଭିଜିଲାନ୍ସ
-୮,୬୩,୨୦୦/- ଟଙ୍କା ହେରଫେର ଅଭିଯୋଗରେ RA ସଦାଶିବ ପ୍ରଧାନ ଗିରଫ
-ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ବେଳେ କରିଥିଲେ ହେରଫେର
-ଡିସେମ୍ବର ୨୦୨୩ରୁ ଅଗଷ୍ଟ ୨୦୨୫ ମଧ୍ୟରେ ହୋଇଥିଲା ହେରଫେର
