ସୁଶାନ୍ତ_ନାଥଙ୍କ_ନାଁରେ_ଯୌନ_ନିର୍ଯାତନା_ଅଭିଯୋଗ

#ସୁଶାନ୍ତ_ନାଥଙ୍କ_ନାଁରେ_ଯୌନ_ନିର୍ଯାତନା_ଅଭିଯୋଗ
-ଜେଲ ଡିଜି ସୁଶାନ୍ତ ନାଥଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ
-ଅଭିଯୋଗ ଆଣିଲେ ଚୌଦ୍ବାର ଜେଲ୍‌ର ପୂର୍ବତନ ଜେଲର ସନ୍ତୋଷିନୀ ଦାସ
-କାର୍ଯ୍ୟକ୍ଷେତ୍ରରେ ଯୌନ ନିର୍ଯାତନା ସହ କ୍ୟାରିୟର ଶେଷ କରିବାକୁ ଧମକ
-ଚୌଦ୍ବାର ଥାନାରେ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ
-ତଦନ୍ତ ଆରମ୍ଭ ନେଇ ଗୃହ ବିଭାଗକୁ ଅବଗତ କଲା କମିଶନରେଟ ପୋଲିସ

Leave a Reply

Your email address will not be published. Required fields are marked *