୨୨_କିମି_ବେଗରେ_ଅଗ୍ରସର_ଅବପାତ
#୨୨_କିମି_ବେଗରେ_ଅଗ୍ରସର_ଅବପାତ
-୨୨ କିମି ବେଗରେ ଆଗକୁ ବଢୁଛି ଦକ୍ଷିଣ ପୂର୍ବ ବଙ୍ଗୋପସାଗରର ଅବପାତ
-ବିଗତ ୬ ଘଣ୍ଟା ଧରି ୨୨ କିମି ବେଗରେ ଆଗକୁ ବଢୁଛି ଅବପାତ
-ଚେନ୍ନାଇରୁ ୮୩୦ କିମି, ବିଶଖାପଟ୍ଟନମରୁ ୮୮୦ କିମି ଦୂରରେ ଅବପାତ
-ଆଜି ବାତ୍ୟା ଓ କାଲି ଭୀଷଣ ବାତ୍ୟାରେ ପରିଣତ ସମ୍ଭାବନା
-୩ ତାରିଖ ସକାଳେ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିବ ବାତ୍ୟା
-ନେଲୁର ଏବଂ ନରସାପୁର ମଧ୍ୟରେ ଉପକୂଳ ଅତିକ୍ରମ କରିବା ସମ୍ଭାବନା
-ପବନ ବେଗ ୧୦୦ ରୁ ୧୧୦କିମି, ଝଟକା ପବନ ୧୨୦କିମି ରହିବ
