ରିଲିଜ_ହେଲା_ସୋନିଆ_ବହୁ_ପ୍ରତୀକ୍ଷିତ_ପୁସ୍ତକ_ବିଲଙ୍ଗିଗ୍
#ରିଲିଜ_ହେଲା_ସୋନିଆ_ବହୁ_ପ୍ରତୀକ୍ଷିତ_ପୁସ୍ତକ_ବିଲଙ୍ଗିଗ୍-ସୋନିଆ ଗାନ୍ଧୀଙ୍କ ପୁସ୍ତକ Belonging: A Journey Of Love ଆଜି ମାର୍କେଟକୁ ଆସିଲା-୫୪୪ ପୃଷ୍ଠାର ପୁସ୍ତକରେ ରାଜୀବ ଗାନ୍ଧୀଙ୍କ ସହ ପ୍ରଥମ ଭେଟ, ପ୍ରେମ, ପରିବାର ଓ ବ୍ୟକ୍ତିଗତ ଜୀବନର ଅନେକ ଅଜଣା ଅଶୁଣା କଥା ରହିଛି-ଏ ପୁସ୍ତକ ତାଙ୍କର ରାଜନୀତିକ ଜୀବନର ଅଧ୍ୟାୟ ନୁହେଁ, ବରଂ ତାଙ୍କ ଜୀବନର ସଂସ୍କରଣ ଓ ସ୍ମରଣୀୟ ଅଧ୍ୟାୟ ଅଟେ-ଏଥିରେ ସୋନିଆଙ୍କ ସଂଘର୍ଷ, ତ୍ୟାଗ ଓ ଭାରତ ସହ ଆତ୍ମୀୟ ଭାବେ ଜଡ଼ିତ ହେବାର କାହାଣୀ ରହିଛି-ଗୁଜୁରାଟ ଗୋଧ୍ରା ଦଙ୍ଗା, ବାବ୍ରି ମସଜିଦ ଭଙ୍ଗା, ମୁଖ୍ୟମନ୍ତ୍ରୀ ପଦରୁ ମୋଦିଙ୍କୁ ହଟାଇବାକୁ ପ୍ରଧାନମନ୍ତ୍ରୀ ବାଜପେୟୀ ଚାହୁଁଥିଲା ବେଳେ ଆଭ୍ୟନ୍ତରୀଣ ଚାପରୁ ଦୂରେଇରହିବା, ୨୦୦୪ରେ କାହିଁକି ପିଏମ୍ ହେଲେନି ସୋନିଆ-ଏଭଳି ଅନେକ ରୋଚକ କଥା ବହିରେ ଲେଖିଛନ୍ତି ସୋନିଆ l
