ଡବଲ୍_ଇଞ୍ଜିନରେ_୨ଗୁଣା_ପ୍ରଗତି
#ଡବଲ୍_ଇଞ୍ଜିନରେ_୨ଗୁଣା_ପ୍ରଗତି: ପ୍ରଭାତୀ ପରିଡା-ଡବଲ୍ ଇଞ୍ଜିନ୍ ସରକାରରେ ମହିଳାମାନଙ୍କର ଦୁଇଗୁଣା ପ୍ରଗତି-ମିଶନ ଶକ୍ତି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା-ମିଶନ ଶକ୍ତି ମହିଳାଙ୍କୁ ମିଳିଲା ‘ସୁଭଦ୍ରା ଶକ୍ତି’ ବ୍ରାଣ୍ଡ-SHGଙ୍କୁ ୩୨୯ କୋଟିରୁ ଅଧିକ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ-୨୦,୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ଲକ୍ଷ୍ୟ-ସୁଭଦ୍ରା ଶକ୍ତି ବଜାର’ର ନୂତନ ଉତ୍ପାଦ କ୍ୟାଟାଲଗ୍ ଉନ୍ମୋଚିତ-ଦୁର୍ବଳ ପରିବାରଙ୍କ ଜୀବିକା ପାଇଁ ‘ଦି ନଜ୍ ଫାଉଣ୍ଡେସନ୍’ ସହ MoU-ସୁଭଦ୍ରା ଶକ୍ତି ବ୍ରାଣ୍ଡରେ ଆସିଲା ପୋଷଣଯୁକ୍ତ Low-GI ଚାଉଳ-ବଜାରକୁ ମିଲେଟ୍ କୁକିଜ୍ ଓ କଳାଜିରା ଚାଉଳ ମଧ୍ୟ ଆସିଲା-‘ସୁଭଦ୍ରା ଶକ୍ତି’ ଉତ୍ପାଦ: VillaMart ଇ-କମର୍ସ ପ୍ଲାଟଫର୍ମରେ ଅନଲାଇନ୍ ବିକ୍ରି l
