ଅଣଛାତ୍ରଙ୍କ_ବିରୋଧରେ_ହେବ_କାର୍ଯ୍ୟାନୁଷ୍ଠାନ

ଅଣଛାତ୍ରଙ୍କ_ବିରୋଧରେ_ହେବ_କାର୍ଯ୍ୟାନୁଷ୍ଠାନ-ରମାଦେବୀ ମହିଳା ମହାବିଦ୍ୟାଳୟରେ ପଶି ଗଣ୍ଡଗୋଳ ଘଟଣା-୧୨ ଅଣଛାତ୍ରଙ୍କ ବିରୋଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ-ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଲେ କୁଳପତି -ଜୋରଜବରଦସ୍ତ ବିଶ୍ୱବିଦ୍ୟାଳୟ ଭିତରେ ପଶିଥିଲେ ୧୨ ଯୁବକ-ଜଣେ ବ୍ୟକ୍ତି ଭିସିଙ୍କୁ ଦେଖା କରିବାକୁ କହି ୧୨ ଅଣଛାତ୍ର ପଶିଥିଲେ-୨ଗୋଷ୍ଠୀଙ୍କ ମଧ୍ୟରେ ହୋଇଥିବା ବିବାଦର ସମାଧାନ କରାଯାଇଛି-ଘଟଣାକୁ ଆଧାର କରି ଅନ୍ତରୀଣ ସ୍ତରରେ ବୈଠକ ହୋଇଛି-ଥାନାରେ ଲିଖିତ ଅଭିଯୋଗ କରାଯିବ କହିଲେ କୁଳପତି l

Leave a Reply

Your email address will not be published. Required fields are marked *