ଫିଟ୍‌ନେସ୍_ନଥିଲେ_ଗାଡ଼ି_ଜବତ

ଫିଟ୍‌ନେସ୍_ନଥିଲେ_ଗାଡ଼ି_ଜବତ-ଦୁର୍ଘଟଣା କମାଇବାକୁ ପରିବହନ ବିଭାଗର କଠୋର ନିଷ୍ପତ୍ତି-ଫିଟନେସ୍ ନିୟମ ଉଲ୍ଲଙ୍ଘନ କଲେ ଜବତ ହେବ ଗାଡ଼ି -କେବଳ ଜରିମାନା ଆଦାୟ ନୁହେଁ, ଗାଡ଼ି ଜବତ କରାଯିବ-ପଞ୍ଜୀକରଣ,ପରମିଟ୍ ଓ ବୀମା ନିୟମ ଉଲ୍ଲଙ୍ଘନ କଲେ ବି କାର୍ଯ୍ୟାନୁଷ୍ଠାନ ହେବ-ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ନିର୍ଦ୍ଦେଶକ୍ରମେ ସ୍ବତନ୍ତ୍ର ଅଭିଯାନ-ତ୍ରାହି ପାଇବେନି ଅଭ୍ୟାସଗତ ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନକାରୀ l

Leave a Reply

Your email address will not be published. Required fields are marked *