ବଜାରରେ_ବଢ଼ିଲା_ଅଣ୍ଡା_ଦର

ବଜାରରେ_ବଢ଼ିଲା_ଅଣ୍ଡା_ଦର-ଆକାଶଛୁଆଁ ଅଣ୍ଡା ଦର,ବଜାରରେ ୯ ଟଙ୍କାରେ ବିକ୍ରି -ଉତ୍ପାଦନକାରୀ ୭ ଟଙ୍କା ୧୫ ପଇସାରେ ଅଣ୍ଡା ବିକ୍ରି କରୁଛନ୍ତି -ଦର ବୃଦ୍ଧି ନେଇ ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀଙ୍କ ପ୍ରତିକ୍ରିୟା -ଅଧିକ ଗ୍ରୀଷ୍ମ ପ୍ରବାହରୁ କୁକୁଡ଼ା ମଡ଼କ ବଢ଼ିଥିବାରୁ ଦର ବୃଦ୍ଧି -ବିଦେଶକୁ ଅଣ୍ଡା ରପ୍ତାନୀ ମଧ୍ୟ ବଢ଼ିଛି: ଗୋକାଳୁନନ୍ଦ ମଲ୍ଲିକ-ଅଙ୍ଗନବାଡ଼ି ଓ ସ୍କୁଲ ଖୋଲିବାରୁ ଅଣ୍ଡାର ଚାହିଦା ବଢ଼ିଛି -ଧୀରେ ଧୀରେ ଉତ୍ପାଦନ ବଢ଼ିଲେ ଅଣ୍ଡା ଦର କମିଯିବ l

Leave a Reply

Your email address will not be published. Required fields are marked *