ଆଡ଼ପ ମଣ୍ଡପେ ଶ୍ରୀ ଜଗନ୍ନାଥ ପୁସ୍ତକ ଶୁଭ ଉନ୍ମୋଚନ।
ଆଡ଼ପ ମଣ୍ଡପେ ଶ୍ରୀ ଜଗନ୍ନାଥ ପୁସ୍ତକ ଶୁଭ ଉନ୍ମୋଚନ। ଜଗତରନାଥ ପ୍ରଭୁ ଜଗନ୍ନାଥ ପହଣ୍ଡି ହୋଇ ଗୁଣ୍ଡିଚା ମଣ୍ଡପ ବିଜେ ସମୟରେ ଗୁଣ୍ଡିଚା ମନ୍ଦିର ସାମ୍ନାରେ । ଆଡ଼ପ ମଣ୍ଡପେ ଶ୍ରୀ ଜଗନ୍ନାଥ ପୁସ୍ତକ ର ଶୁଭ ଉନ୍ମୋଚନ ହୋଇଯାଇଛି। ଶ୍ରୀକ୍ଷେତ୍ରଧିପତି ଆଧ୍ୟାତ୍ମିକ ପ୍ରତିଷ୍ଠାନ ସମ୍ପାଦକ ପଣ୍ଡିତ ଦୟାନିଧି ପଣ୍ଡାଙ୍କ ସମ୍ପାଦିତ ପୁସ୍ତକଟି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ଅର୍ପଣ କରାଯାଇଥିଲା । ଜଗନ୍ନାଥ ପୂଜାପଣ୍ଡା ସାମନ୍ତ,ବିଶ୍ଵନାଥ ସାମନ୍ତରା ଇପସିତା ପ୍ରତିହାରୀ, ଭବାନୀ ଦାସମହାପାତ୍ର ରାମଚନ୍ଦ୍ର ଦାସ ମହାପାତ୍ର ବାବା ଭୈରବାନନ୍ଦ ମହାରାଜ ମଧୁସୂଦନ ମିଶ୍ର ପଣ୍ଡିତ ପଦ୍ମନାଭ ତ୍ରିପାଠୀ ବଳରାମ ଦାସ ଶିବସୁନ୍ଦର ମିଶ୍ର ଶଶିକାନ୍ତ ରଥ ଉପସ୍ଥିତ ଥିଲେଆଡ଼ପ ମଣ୍ଡପେ ଶ୍ରୀ ଜଗନ୍ନାଥ ପୁସ୍ତକ ଶୁଭ ଉନ୍ମୋଚନ। ଜଗତରନାଥ ପ୍ରଭୁ ଜଗନ୍ନାଥ ପହଣ୍ଡି ହୋଇ ଗୁଣ୍ଡିଚା ମଣ୍ଡପ ବିଜେ ସମୟରେ ଗୁଣ୍ଡିଚା ମନ୍ଦିର ସାମ୍ନାରେ । ଆଡ଼ପ ମଣ୍ଡପେ ଶ୍ରୀ ଜଗନ୍ନାଥ ପୁସ୍ତକ ର ଶୁଭ ଉନ୍ମୋଚନ ହୋଇଯାଇଛି। ଶ୍ରୀକ୍ଷେତ୍ରଧିପତି ଆଧ୍ୟାତ୍ମିକ ପ୍ରତିଷ୍ଠାନ ସମ୍ପାଦକ ପଣ୍ଡିତ ଦୟାନିଧି ପଣ୍ଡାଙ୍କ ସମ୍ପାଦିତ ପୁସ୍ତକଟି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ଅର୍ପଣ କରାଯାଇଥିଲା । ଜଗନ୍ନାଥ ପୂଜାପଣ୍ଡା ସାମନ୍ତ , ମାଧବ ପୂଜାପଣ୍ଡା ସାମନ୍ତ ନବକିଶୋର ପତିମହାପାତ୍ର ,ବିଶ୍ଵନାଥ ସାମନ୍ତରା ଇପସିତା ପ୍ରତିହାରୀ, ଭବାନୀ ଦାସମହାପାତ୍ର ରାମଚନ୍ଦ୍ର ଦାସ ମହାପାତ୍ର ବାବା ଭୈରବାନନ୍ଦ ମହାରାଜ ମଧୁସୂଦନ ମିଶ୍ର ପଣ୍ଡିତ ପଦ୍ମନାଭ ତ୍ରିପାଠୀ ବଳରାମ ଦାସ ଶିବସୁନ୍ଦର ମିଶ୍ର ଶଶିକାନ୍ତ ରଥ ଉପସ୍ଥିତ ଥିଲେ l
