ଭଦ୍ରକ ପୁରୁଣାବଜାର ପୋଲିସର ବଡ଼ସଫଳତା
ଭଦ୍ରକ ପୁରୁଣାବଜାର ଥାନା କୁ ମିଳିଛି ବଡ ସଫଳତା,ଗତକାଲି ଭଦ୍ରକ ଗୁଇନ୍ଦା ବିଭାଗ ସୂଚନା ଅନୁସାରେ ଭଦ୍ରକ ହେଲା ସାହି ଠାରେ ନକଲି ଜର୍ଦ୍ଦା କାରଖାନା ଜବତ କରି ୨ ଜଣ କୁ ଗିରଫ କରିଛି ଭଦ୍ରକ ପୁରୁଣାବଜାର ପୋଲିସ।ଆଜି ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଛନ୍ତି ଭଦ୍ରକ ସିଟି-ଡିଏସପି ଶ୍ରୀଯୁକ୍ତ ଅଂଶୁମାନ ତ୍ରିବେଦୀ ,ଭଦ୍ରକ ପୁରୁଣାବଜାର, ବାଙ୍କା ବଜାର, ଚନ୍ଦନ ବଜାର, ଇତ୍ୟାଦି ସ୍ଥାନ ମାନଙ୍କରେ ବ୍ରାଉନ ସୁଗାର ପ୍ରବଳ ମାତ୍ରା ରେ ବିକ୍ରି ଚାଲିଥିବା ବେଳେ ପୋଲିସ ପ୍ରଶାସନ ନୀରବ,। ବିଗତ ଦିନରେ ହେଲା ସାହି ଠାରେ ହଜାର ହଜାର ଟଙ୍କାର ନକଲି ଜର୍ଦା ଧରାହୋଇଛି । ବାରମ୍ବାର ଏହି ସ୍ଥାନ ରେ ନକଲି ଜର୍ଦା ଜବତ କରାଯାଏ। କାଲି ରାତ୍ରୀ ୧୧ ଘଣ୍ଟିକା ସମୟ ସିଟି ଡ଼ିଏସପି ପୁରୁଣାବଜାର ଥାନାର ଅଧିକାରୀ ଉପସ୍ଥିତ ରହି ବଡ ନକଲି ଜର୍ଦା କାରଖାନା କୁ ଜବତ କରି ୫୫ ଲକ୍ଷ ରୁ ୬୦ଲକ୍ଷ ଟଙ୍କାର ନକଲି ଜର୍ଦା, ।
