ଭାଇ
ଦୁଇଟି ଅକ୍ଷର ଗଢା।ଏଇ ଶବ୍ଦ
ପ୍ରେମ ପ୍ରତୀକ ର ଏକ ନାମ
ଦୁଃଖରେ ସୁଖରେ ନୀତି ଥାଏ ସଦା
ଆଉ କେହି ନୁହଁ
ସେ ହେଉଛି ମୋ ଭାଇ !!!
ହସରେ ହଂଶିବାକ କାନ୍ଦ ରେ କାନ୍ଦିବାକୁ
ଲୋକେ ତ ଥାଆନ୍ତି ଅନେକ
ହେଲେ ହସରେ ଯେ ଦେଖିପାରେ
ହୃଦୟର କୋହ
ସେ ହେଉଛି ମୋ ଭାଇ !!!
ତାଙ୍କରି ସେହି ନିରୀହ ଆଖିରେ
ଥାଏ ମୋ ପାଇଁ ଅସୁମାରୀ ସପ୍ନ
ସବୁ କଷ୍ଟ ଭୁଲିଯାଇ
ମୋ ପାଇଁ ଦେଖନ୍ତି
ନିରୀମୟେ ଅସୁମାରୀ ସପ୍ନ
