ବିଜେଡି ବିଶ୍ବାସ ଘାତକତା କରିଛି
ବିଜେଡିବିଶ୍ବାସଘାତକତାକରିଛି: ପ୍ରଭାତ
-ନବୀନଙ୍କ ଆରୋପର ଜବାବ ରଖିଲେ ପ୍ରଭାତ ବିଶ୍ବାଳ
-ମୁଁ ବିଶ୍ବାସଘାତକତା କରିନି, ଦଳ ପାଇଁ ବହୁତ କାମ କରିଛି
-ଦଳ ମୋ ସହ ବିଶ୍ବାସଘାତକତା କରିଛି, ମୋ ପଛରୁ ଛୁରି ମାରିଛି
-ନବୀନ ବାବୁ କିଛି ବୁଝନ୍ତିନି, କୁଚକ୍ରୀ ଗୋଷ୍ଠୀ ଦ୍ବାରା ପରିଚାଳିତ
-ଟିକେଟ ଦେଇ ହରାଇବାକୁ ଚେଷ୍ଟା କରାଯାଇଛି
