ବିକ୍ରମ_ଆରୁଖ_ବିଜେପିରେ_ମିଶିବା_ଚର୍ଚ୍ଚା
#ବିକ୍ରମ_ଆରୁଖ_ବିଜେପିରେ_ମିଶିବା_ଚର୍ଚ୍ଚା-ପୂର୍ବତନ ମନ୍ତ୍ରୀ ବିକ୍ରମ ଆରୁଖ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା-ଏନେଇ ପ୍ରତିକ୍ରିୟା ରଖିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ-ସମସ୍ତଙ୍କ ପାଇଁ ଦଳ ଓପନ ଅଛି, ଦ୍ୱାର ଖୋଲା ରହିଛି କହିଲେ-ଗଞ୍ଜାମ ଜିଲ୍ଲା ସହିତ ସବୁ ଜାଗାରେ ଶକ୍ତି ବୃଦ୍ଧି ପାଇଁ ଚେଷ୍ଟା କରାଯାଉଛି-ଆମେ ଚାହୁଁଛୁ ଅଧିକରୁ ଅଧିକ ଲୋକ ଆସନ୍ତୁ, ଯୋଡ଼ି ହୁଅନ୍ତୁ-ଦଳ

ବିଚାର କରିବ, ନିଷ୍ପତ୍ତି କଲେ ମିଶ୍ରଣ ହେବ- ମନମୋହନ-ଯଦି ଆସନ୍ତି ଗଞ୍ଜାମରେ ଶକ୍ତି ବୃଦ୍ଧି ହେବ କହିଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲିକ୍-୧୩ଟି ସିଟରୁ ୧୧ଟି ଜିତିଛୁ, ଆଗାମୀ ନିର୍ବାଚନରେ ୧୩ରୁ ୧୩ ସିଟ୍ ଜିତିବୁ-ବିଜେପିରେ ସାମିଲ ଚର୍ଚ୍ଚା ନେଇ ଆରୁଖଙ୍କ ପ୍ରତିକ୍ରିୟା ମିଳିପାରିନି
