ବନ୍ୟା ରେ ଭାସିଗଲେ ୮୦ହଜାର ୯୦୦ଶହ କୁକୁଡ଼ା
-ବନ୍ୟାରେ ଭାସିଗଲେ ୮୦ହଜାର ୯୦୦ କୁକୁଡ଼ା
-ବନ୍ୟାରେ ଭାସି କୁକୁଡ଼ା ମଡ଼କ ହୋଇଥିବା ସୂଚନା
-୫ଟି ବଡ଼ ପ୍ରାଣୀ, ୧୨୦ଟି ଛୋଟ ପ୍ରାଣୀଙ୍କ ମୃତ୍ୟୁ ହୋଇଛି
-ଆକଳନ ପରେ ପଶୁ ମାଲିକଙ୍କୁ କ୍ଷତିପୂରଣ ଦିଆଯିବ
-ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସୂଚନା
