ରାଜ୍ୟର ସମସ୍ତ ଜିମ୍ ର ଉନ୍ନତି

ରାଜ୍ୟର ସମସ୍ତ ଜିମ୍ ର ଉନ୍ନତି ଓ ଖେଳାଳିଙ୍କ ଉନ୍ନତି ପାଇଁ ଗଠନ ହେଲା ଅଲ ଓଡ଼ିଶା ଜିମ ଆସୋସିଏସନ। ରାଜ୍ୟରେ ପ୍ରତିଟି ଜିମ୍ ର ଖେଳାଳିଙ୍କୁ କିଭଳି ଆଗକୁ ବଢ଼ାଯିବ ଓ ସେମାନେ ଅନେକ ପ୍ରତିଯୋଗିତାରେ ଭାଗ ନେବେ। ଏହା ସହ ରାଜ୍ୟରେ ୩ହଜାର ଜିମର ଉନ୍ନତି, ବର୍ଷକ ପାଇଁ ଇଭେଣ୍ଟ କ୍ୟାଲେଣ୍ଡର, ସିଏସଆର ଅକଟିଭିଟି ଉପରେ ଫୋକସ କରାଯାଇଛି। ଏଯାବତ ୩ଶହ ଜିମ ମାଲିକ ସାମିଲ ହୋଇଥିବା ବେଳେ କୋର ବଡ଼ି ଗଠନ ହୋଇଛି. ପ୍ରତିଟି ଜିମରେ ସାର୍ଟିଫିକେଟ ପ୍ରାପ୍ତ ଟ୍ରେନର ରହିବେ।ବାଇଟ1_ସନ୍ତୋଷ ମହାନ୍ତି, ସଭାପତି, ଅଲ ଓଡିଶା ଜିମ ଆସୋସିଏସନବାଇଟ୍2- ଅନିଲ୍ ଗୋଚ୍ଛୀକାର,,ବଡିବିଲଡର l

Leave a Reply

Your email address will not be published. Required fields are marked *