ବହି ତ୍ରୁଟି ପଛରେ ଷଡ଼ଯନ୍ତ୍ର

ବହି ତ୍ରୁଟି ପଛରେ ଷଡ଼ଯନ୍ତ୍ର : CM-ବହି ତ୍ରୁଟିକୁ ପ୍ରସଙ୍ଗରେ ପ୍ରତିକ୍ରୟା ରଖିଲେ ମୁଖ୍ୟମନ୍ତ୍ରୀ-ପୁସ୍ତକରେ ତ୍ରୁଟି ଏକ ଷଡ଼ଯନ୍ତ୍ର କହିଲେ ମୁଖ୍ୟମନ୍ତ୍ରୀ -ସରକାରଙ୍କୁ ବଦନାମ କରିବାକୁ ହୋଇଛି ଷଡ଼ଯନ୍ତ୍ର -ଏହାକୁ ସରକାର ଗମ୍ଭୀରତାର ସହ ବିଚାରକୁ ନେଇଛନ୍ତି -ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କଲା କମିଟି-ବିଭିନ୍ନ ଦିଗକୁ ଅନୁଧ୍ୟାନ କରି ରିପୋର୍ଟ ପ୍ରସ୍ତୁତ କରିଛି କମିଟି-୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲା-ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିଲା କମିଟି

Leave a Reply

Your email address will not be published. Required fields are marked *