ମାଛ_ଧରା_ଟ୍ରଲରରେ_ନିଆଁ

ଚାନ୍ଦବାଲି ଧାମରା ମସ୍ତ୍ୟ ପୋତାଶ୍ରୟ ମଧ୍ୟରେ ଜଳିଗଲା ମାଛଧରା ଟ୍ରଲର-ଟ୍ରଲର ଭିତରେ ରୋଷେଇ ବେଳେ ଗ୍ୟାସ୍ ରୁ ଲଗିଲା ନିଆଁ-ନିଆଁରେ ଟ୍ରଲରର କ୍ୟାବିନ ଏବଂ ଉପରଭାଗ ଜଳି ସମ୍ପୂର୍ଣ ନଷ୍ଟ-ନିଆଁକୁ ଆୟତ୍ତ କରିଛି ଅଗ୍ନିଶନ ବାହିନୀ

Leave a Reply

Your email address will not be published. Required fields are marked *