ମୋକିମ୍ଙ୍କୁ ଭେଟିଲେ ଦିଲ୍ଲୀପ ରାୟ-
ମୋକିମ୍ଙ୍କୁ ଭେଟିଲେ ଦିଲ୍ଲୀପ ରାୟ-କଟକରେ ମହମ୍ମଦ ମୋକିମ୍ଙ୍କ ଘରେ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ-ବାସଭବନ ଯାଇ ମୋକିମ୍ ଓ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କୁ ଭେଟିଲେ-ମୋତେ ଭୋଟ୍ ଦେଇଥିବାରୁ ଧନ୍ୟବାଦ ଦେବାକୁ ଆସିଥିଲି କହିଲେ ଦିଲ୍ଲୀପ-‘ସୋଫିଆ ଓ ମୋକିମ୍ଙ୍କ ସହଯୋଗରେ ମୁଁ ରାଜ୍ୟସଭାରେ ଜିତିଲି’-ଅନ୍ୟ କୌଣସି ରାଜନୈତିକ ଉଦ୍ଦେଶ୍ୟ ନଥିଲା କହିଲେ
