ତମାଖୁ ହଟାଅ ଦେଶ ବଞ୍ଚାଅ।

ତମାଖୁ ହଟାଅ ଦେଶ ବଞ୍ଚାଅ। ତମାଖୁ ହଟାଅ ପରିବେଶକୁ ସନ୍ତୁଳିତ କରି। ତମାଖୁ ହଟାଅ ଜୀବନ ବଞ୍ଚାଅ। ପାନ ବିଡ଼ି ସିଗାରେଟ ନୁହେଁ ଛୋଟିଆ ନିଶା, ଧୀରେ ଧୀରେ କରି ଟାଣେ ପଇସା ଏମିତି କିଛି ସ୍ଳୋଗାନ ନେଇ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରୁ ଛାତ୍ର ଛାତ୍ରୀ ଙ୍କୁ ନେଇ ଏକ ବିରାଟ ସାଇକେଲ ରାଲି ଓ ମ‌ହିଳା ଓ ପୁରୁଷ ମାନଙ୍କର ଓ୍ବାକର୍ଥନ ବେଶ ଚମତ୍କାର ଥିଲା। ଶ୍ରୀଗୁଣ୍ଡିଚା ମନ୍ଦିର ଠାରୁ ଶ୍ରୀମନ୍ଦିର ପରିକ୍ରମା ବୁଲି ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଆସିଥେଲେ ମିଶନ ଓଡ଼ିଶାର ସ୍ବେଚ୍ଛାସେବୀ ମାନେ। ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହଯୋଗରେ ମିଶନ ଓଡ଼ିଶାର ସ୍ବେଚ୍ଛାସେବୀ ଓ ସ୍କାଉଟ ଓ ଗାଇଡ ଛାତ୍ର ଛାତ୍ରୀ ଓ ଇଂଲିଶ ଏକାଡେମୀର ଛାତ୍ର ଛାତ୍ରୀ ମାନେ ବେଶ ଉତ୍ସାହର ସଚେତନତା କାର୍ଯ୍ୟକ୍ରମ ଶେଷ କରିଥିଲେ।

Leave a Reply

Your email address will not be published. Required fields are marked *