ଶ୍ରୀମନ୍ଦିର ଭିତରେ ଫେକ୍ ଆର୍ମି ଙ୍କୁ ଧରିଲେ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ
ଶ୍ରୀମନ୍ଦିର ଭିତରେ ଫେକ୍ ଆର୍ମି ଙ୍କୁ ଧରିଲେ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ। ଆର୍ମି ଅଫିସର ପରିଚୟ ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିବାବେଳେ ଧରାପଡିଛି ଜଣେ ବ୍ୟକ୍ତି। ରାଜସ୍ଥାନର ବୋଲି ନିଜକୁ ପରିଚୟ ଦେଉଛି ଉକ୍ତ ବ୍ୟକ୍ତି। ଆର୍ମି ବେଶ ପୋଷାକ ସହ ତାର କାନ୍ଧରେ ଅଶୋକ ସ୍ତମ୍ଭ ମଧ୍ୟ ରହିଛି। ହିନ୍ଦୀ ଭାଷାରେ କଥାବାର୍ତ୍ତା କରୁଛି ସମ୍ପୃକ୍ତ ବ୍ୟକ୍ତି। ସିଂହଦ୍ଵାର ଥାନା ପୋଲିସ ସମ୍ପୃକ୍ତ ବ୍ୟକ୍ତି କୁ ଅଟକ ରଖି ପଚରାଉଚୁରା କରୁଛି।
