ସୋମବାର ଖୋଲିବ ଇଭିଏମ୍ ପେଡ଼ି
ସୋମବାର ଖୋଲିବ ଇଭିଏମ୍ ପେଡ଼ି- ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ- ସୋମବାର ଖୋଲିବ ଇଭିଏମ ପେଡ଼ି- ସକାଳ ୮ଟାରୁ ଆରମ୍ଭ ହେବ ଗଣତି ପ୍ରକ୍ରିୟା- ପୁଣିଥରେ ଟିଏମସି ଜିତିବ, ମମତା ମୁଖ୍ୟମନ୍ତ୍ରୀ ହେବେ କି?- ନା ବଦଳିବ ୨୦ ବର୍ଷର ଇତିହାସ- ବାଜିମାତ୍ କରି ବଙ୍ଗ ଦଖଲ କରିବ ବିଜେପି ?- ଗଣତି କେନ୍ଦ୍ର ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
