ଲୁଗା ଦୋଳିରେ ଜୀବନ ଗଲା

ଲୁଗା ଦୋଳିରେ ଜୀବନ ଗଲା-ଉଦଳାରେ ଦୋଳି ଖେଳ ବେଳେ ବେକରେ ଫାଶ ପଡ଼ି ନାବାଳକର ମୃତ୍ୟୁ-ଜଗନ୍ନାଥୀ ଗାଁରେ ଅଭାବନୀୟ ଘଟଣା, ୭ ବର୍ଷୀୟ ନାବାଳକର ମୃତ୍ୟୁ-ଶାଢ଼ୀରେ ହୋଇଥିବା ଦୋଳିରେ ବସି ଝୁଲୁଥିଲା ବେଳେ ଅଘଟଣ-ଶାଢ଼ୀର ଦୋଳିଟି ବେକରେ ଛନ୍ଦି ହୋଇ ଯାଇଥିଲା, ଘଟଣାସ୍ଥଳରେ ମୃତ୍ୟୁ

Leave a Reply

Your email address will not be published. Required fields are marked *