ଫେରୋ ମେଂଟାଲିକ କାରଖାନା କୁ ନେଇ ଦ୍ୱନ୍ଦ
ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ପାଖର ପଞ୍ଚାୟତ ର ମାଣ୍ଡିଆ ଗାଁ ନିକଟରେଥିବା ଫେରୋ ମେଂଟାଲିକ କାରଖାନା କୁ ନେଇ ଦ୍ୱନ୍ଦ l

ପୂର୍ବ ସରକାର ଙ୍କ କିଛି ଚାଟୁକାର ବର୍ତ୍ତମାନ ବିଧାୟକ ଙ୍କ ବିରୁଦ୍ଧରେ ମିଥ୍ୟା ଅପପ୍ରଚାର କରୁଥିଲେ l ତାଙ୍କୁ ବିରୋଧ କରି ଧର୍ମଶାଳା ର ଦଳିତ ମହାସଙ୍ଘ ପକ୍ଷରୁ ସଙ୍ଘ ର ସଭାପତି ନାରାୟଣ ମଳିକ ଙ୍କ ନେତୃତ୍ୱ ରେ ଏକ ହଜାରରୁ ଉର୍ଦ୍ଧ ପୁରୁଷ ଓ ମହିଳା ଶ୍ରମିକ ଆନ୍ଦୋଳନ କରିଥିଲେ l ସେମାନଙ୍କୁ ତୁରନ୍ତ ଅଟକ କରି ହାଜତରେ ପୁରାଇବାକୁ ପ୍ରଶାସନ ନିକଟରେ ଦାବି ରଖିଥିଲେ l
